Normal life was disrupted across the country Wednesday owing to the Bharat Bandh called by 10 central trade unions to protest inflation, growing unemployment and ‘anti-people policies’ of the BJP-led central government. Picketers closed down commercial establishments, offices and blocked roads hitting communication across the country. The unions claimed participation of 25 crore people in the strike.
ଟ୍ରେଡ୍ ୟୁନିୟନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି। ୨୪ ଘଣ୍ଟିଆ ଏହି ବନ୍ଦରେ ଏକ ପ୍ରକାର ସାଧାରଣ ଜୀବନ ଯାତ୍ରା ଠପ୍ ହୋଇପଡିଛି । ଓଡିଶାରେ ମଧ୍ୟ ଗାଡି ଚଳାଚଳ ସହିତ ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକନ ବଜାର ବନ୍ଦ କରିଛନ୍ତି ।