Categories: Video

Bhubaneswar on Rath Yatra | ରଥ କଥା

People all over Odisha have a special place for Lord Jagannath in their hearts. That said, do they know about the festival equally well? Man Mijaj team, in this fresh episode, shows how well our people are aware of Jagannath culture and tradition.

ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସବୁ ଓଡ଼ିଆଙ୍କର ରହିଛି ଅନେକ ଶ୍ରଦ୍ଧା । ହେଲେ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆମ ଦର୍ଶକ କେତେ ଜାଣନ୍ତି । ମନ ମିଜାଜ୍‌ର ଏହି ଏପିସୋଡରେ ଆସନ୍ତୁ ଦେଖିବା ।