ଭୁବନେଶ୍ବର-ପୁରୀ ଏନଏଚ ୩୧୬ ହେବ ୬ ଲେନ

ଭୁବନେଶ୍ୱର,୯।୮: ଭୁବନେଶ୍ବର-ପୁରୀ ଏନଏଚ ୩୧୬ ହେବ ୬ ଲେନ। ଏଥିସହ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ ହେବ। ୬ ଲେନ ରାସ୍ତା ସହ ୨ ପାଶର୍‌ବରେ ୨ ଲେନ ସର୍ଭିସ ରୋଡ ରହିବ। ଏ ସଂପର୍କୀତ ପ୍ରସ୍ତାବ ମଞ୍ଜୁର ହୋଇଥିବା ଜଣାଇଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସକୁ ଚିଠି ପଠାଯାଇଛି।

Share