It is that time of year when Goddess Durga comes down to earth to remind us all about the triumph of good over evil. Puja committees have set up beautifully decorated pandals to welcome the Goddess and her devotees. The theme of decoration at each of these pandals is unique and is a major draw for visitors. Let’s watch what is special and where.
ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ସବୁଠି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏଥିପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼। ରାଜଧାନୀ ଭୂବନେଶ୍ବରରେ ଏଥର ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ଓ ମେଢ କରାଯାଇଛି। କେଉଁଠି କଣ ସ୍ବତନ୍ତ୍ରତା ରହିଛି ଚାଲନ୍ତୁ ଦେଖିବା ଏହି ଭିଡିଓରେ ।