Categories: Video

Bhubaneswar station to have airport-like facilities । ରେଲୱେ ଷ୍ଟେସନରେ ମିଳିବ ବିମାନବନ୍ଦରର ସୁବିଧା

The East Coast Railways and the state government Thursday signed a MoU for redesigning Bhubaneswar railway station at Master Canteen into a world class station at a cost of Rs 840 crore. It will have a new terminal building, bus terminal, car parking, theatre plaza, art plaza and children’s plaza along with food courts. Once completed, it will be a world class multi-modal transport hub and could be a first-of-its-kind in the country.

ଦେଶର ପ୍ରଥମ ମଲ୍ଟି ମୋଡ଼ାଲ ହବ୍ ହେବ ଭୁବନେଶ୍ବର ରେଲୱେ ଷ୍ଟେସନ । ଯାତ୍ରୀଙ୍କୁ ଏଠାରେ ବିମାନବନ୍ଦର ଅପେକ୍ଷା ଅଧିକ ସୁବିଧା ମିଳିବ । ରେଳ ଷ୍ଟେସନକୁ ସମ୍ପୂର୍ଣ୍ଣ ଭାବେ ବିଶ୍ବସ୍ତରୀୟ କରାଯିବାକୁ ରେଲୱେ ସହିତ ରାଜ୍ୟ ସରକାର ହାତ ମିଳାଇଛନ୍ତି। ଏ ନେଇ ଗୁରୁବାର ନୂଆ ଦିଲ୍ଲୀଠାରେ ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ମାର୍ଟସିଟି ମିସନ୍‌ରେ ଭୁବନେଶ୍ୱର ରେଳ ଷ୍ଟେସନର ରୁପାନ୍ତରଣ କରାଯାଇ ଏକ ମଲ୍ଟିମୋଡାଲ ହବ୍‌ ଭାବେ ନିର୍ମାଣ କରାଯିବ।