Posted inଜାତୀୟ

କଂଗ୍ରେସ ହାଇକମାଣ୍ଡଙ୍କୁ ଅନ୍ଧାରରେ ରଖିଥିଲେ ଭୁପେନ୍ଦ୍ର ସିଂ ହୁଡ୍ଡା: ଚାଞ୍ଚଲ୍ୟକର ଖୁଲାସା

ଚଣ୍ଡିଗଡ,୧୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ସୂଚନାନୁସାରେ, ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ଉପରେ କଂଗ୍ରେସ ନେତୃତ୍ୱ ରାଗିଛନ୍ତି। ଫଳାଫଳକୁ ନେଇ ଦଳର ନେତୃତ୍ୱ ନିରାଶ ହୋଇଛନ୍ତି। କୁହାଯାଉଛି ଯେ ଭୁପେନ୍ଦ୍ର ସିଂ ପ୍ରକୃତ ପରିସ୍ଥିତିକୁ ନେଇ ହାଇକମାଣ୍ଡଙ୍କୁ ଅନ୍ଧକାରରେ ରଖିଥିଲେ। ପାର୍ଟି ହାଇକମାଣ୍ଡ ଅନୁଭବ କରୁଛି ଯେ, ହୁଡା ନେତୃତ୍ୱକୁ ବାସ୍ତବତାଠାରୁ ଦୂରରେ ରଖିଛନ୍ତି।

ଗତକାଲି ହରିୟାଣା ସମ୍ପର୍କରେ କଂଗ୍ରେସ ସଭାପତିଙ୍କ ଘରେ ଅନୁଷ୍ଠିତ ବୈଠକରେ ଭୁପେନ୍ଦ୍ର ହୁଡା ଏବଂ ପିସିସି ସଭାପତି ଉଦୟ ଭାନଙ୍କୁ ଡକାଯାଇ ନ ଥିଲା। କାରଣ ଉଭୟ ନେତୃତ୍ୱ ପରାଜୟ ପାଇଁ କେଉଁ ଯୁକ୍ତି ଦେବେ ତାହା ଦଳର ନେତୃତ୍ୱ ଜାଣି ସାରିଥିଲେ। ଦଳ କୌଣସି ଆନୁଷ୍ଠାନିକ ତଥ୍ୟ ଅନୁସନ୍ଧାନ କମିଟି ଘୋଷଣା କରିବାର ସମ୍ଭାବନା ନାହିଁ, ସେମାନେ ଅନଔପଚାରିକ ଭାବରେ କିଛି ବରିଷ୍ଠ ନେତାଙ୍କୁ ନିୟୋଜିତ କରିପାରନ୍ତି। ଆହୁରି ମଧ୍ୟ, ବର୍ତ୍ତମାନ ହରିୟାଣାର ନେତାମାନଙ୍କୁ ପୃଥକ ଭାବରେ ଭେଟିବାର କୌଣସି ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ନିଦ ହଜାଇଲେ ଚିରାଗ ପାସଓ୍ବାନ, ୟୁପି ଉପନିର୍ବାଚନ ପୂର୍ବରୁ…

ନୂଆଦିଲ୍ଲୀ,୧୭।୧୦: ଲୋକ ଜନଶକ୍ତି ପାର୍ଟି ରାମ ଭିଲାସ ପାସୱାନ ଫୁଲପୁର ଏବଂ ମଞ୍ଝବା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଉଭୟ ଆସନରେ ଖୁବ୍‌ଶୀଘ୍ର ଅନୁସୂଚିତ...

ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ ୮ ଡବା ଲାଇନଚ୍ୟୁତ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୭।୧୦: ଟ୍ରେନ ଦୁର୍ଘଟଣା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ଡିବାଲେଙ୍ଗ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି ଯେତେବେଳେ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନାସ ଡିରେଲ...

ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା

ଚଣ୍ଡିଗଡ,୧୭।୧୦: କଂଗ୍ରେସର ବରିଷ୍ଠ ନେତା କ୍ୟାପଟେନ ଅଜୟ ସିଂ ଯାଦବ ହରିୟାଣାରେ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।...

କାହିଁକି ୧୭ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସାଇନି? କାରଣ ବହୁତ ବଡ…

ଚଣ୍ଡିଗଡ଼,୧୭।୧୦: ଭାରତୀୟ ଜନତା ପାର୍ଟି (ଭାଜପା)ର ନେତା ନାୟାବ ସିଂ ସାଇନି କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୁରୁବାର (୧୭ ଅକ୍ଟୋବର)ରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ...

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ...

କାନାଡ଼ାକୁ ମୁହେଁ ମୁହେଁ ଶୁଣାଇ ଦେଲା ଭାରତ: ପ୍ରମାଣ ଦିଅ ନଚେତ୍‌…

ନୂଆଦିଲ୍ଲୀ,୧୭।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ବିରୋଧରେ ଭାରତ ଦୃଢ ବିରୋଧ କରିଥିଲା। ଟ୍ରୁଡୋ...

ଏନ୍‌କାଉଣ୍ଟର ପରେ ଏଡିଜି ଅମିତାଭ ୟଶଙ୍କର ପ୍ରଥମ ପ୍ରତିକ୍ରିୟା, କହିଲେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏହି ନିର୍ଦ୍ଦେଶ

ନୂଏ,୧୭ା୧୦: ବାହରାଇଚରେ ହୋଇଥିବା ହିଂସା ସମୟରେ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ଅଭିଯୋଗ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ହିଂସା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଏବଂ...

ସଲମାନଙ୍କୁ ହତ୍ୟା ପାଇଁ ଏତିକି ଟଙ୍କା ଦିଆଯାଇଥିଲା ସୁପାରୀ; ପାକିସ୍ତାନରୁ ଆସିଥିଲା ବନ୍ଧୁକ

ନୂଆଦିଲ୍ଲୀ,୧୭ା୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ କିଲରଙ୍କୁ ୨୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା। ସଲମାନଙ୍କ ଫାର୍ମ ହାଉସରେ ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri