ଇସ୍ରାଏଲରେ ବାଇଡେନ୍‌

ତେଲ ଅଭିଭ୍‌ , ୧୪।୭: ଇସ୍ରାଏଲର ତେଲ ଅଭିଭ୍‌ ବିମାନବନ୍ଦରରେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ୟେର୍‌ ଲ୍ୟାପିଡ୍‌ଙ୍କ ସହ ରାଷ୍ଟ୍ରପତି ଆଇଜାକ୍‌ ହର୍ଜୋଗ୍‌ ସ୍ବାଗତ କରୁଛନ୍ତି। ବାଇଡେନ୍‌ ପାଲେଷ୍ଟାଇନ ଓ ସାଉଦି ଆରବ ନେତୃବୃନ୍ଦଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଏହା ହେଉଛି ମଧ୍ୟପ୍ରାଚ୍ୟକୁ ତାଙ୍କର ପ୍ରଥମ ୪ ଦିନିଆ ଗସ୍ତ।

Share