ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ କରିବ ନାହିଁ ଆମେରିକା

ୱାଶିଂଟନ,୩ ।୧: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଲଗାତାର ତିକ୍ତତା ମଧ୍ୟରେ ଆମେରିକା ରାଷ୍ଟପତି ଜୋ ବାଇଡେନ ଏକ ବଡ କଥା କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ତାଙ୍କ ଦେଶ ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ କରିବ ନାହିଁ । ପଡୋଶୀ ଦେଶର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ପକ୍ଷରୁ ବଢି ଚାଲିଥିବା ବିପଦକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ରାଷ୍ଟ୍ରପତି ଆମେରିକା ସହ ମିଳିତ ପରମାଣୁ ଅଭ୍ୟାସ ପାଇଁ କହିଥିଲେ ।
ନୂଆବର୍ଷର ଛୁଟି କାଟି ସୋମବାର ରାତିରେ ୱାଶିଂଟନ ଫେରିଥିବା ରାଷ୍ଟ୍ରପତି ବାଇଡେନ କହିଛନ୍ତି ଆମେରିକା ଦକ୍ଷିଣ କୋରିଆ ସହ ପରମାଣୁ ଅଭ୍ୟାସକୁ ନେଇ କୌଣସି ଚର୍ଚ୍ଚା କରିବ ନାହିଁ । ବାଇଡେନଙ୍କୁ ଖବରଦାତାଙ୍କ ପ୍ରଶ୍ନ ଥିଲା କି ସେ କ’ଣ ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ ଉପରେ ଚର୍ଚ୍ଚା କରିବେ । ଏହାକୁ ସଫା ସଫା ମନା କରିଦେଇ ବାଇଡେନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଓଲଙ୍କ ଏ ସମ୍ପର୍କିତ ପ୍ରସ୍ତାବକୁ ଖାରଜ କରିଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ କ୍ଷମତା ପରିବର୍ତ୍ତନ ଲାଗି ସ୍କ୍ରିପ୍ଟ ପ୍ରସ୍ତୁତ! ଯେକୌଣସି ମୁହୂର୍ତ୍ତରେ ଶରିଫ ଭାଇଙ୍କ ହାତରୁ ଚାଲିଯାଇପାରେ କ୍ଷମତା…

ଇସଲାମାବାଦ,୫।୩: ପୁଣି ଥରେ ପାକିସ୍ତାନରେ କ୍ଷମତା ପାଇଁ ସଂଘର୍ଷ ତୀବ୍ର ହୋଇଛି। ଦେଶର ରାଜନୈତିକ ପରିସ୍ଥିତି କ୍ରମାଗତ ଭାବରେ ବିଗିଡ଼ିବାରେ ଲାଗିଛି। ଏଣୁ ଦେଶରେ ବିଦ୍ରୋହ...

ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା ପରେ ଚିହିଁକି ଉଠିଲା ଚାଇନା, କହିଲା ଆମେରିକା ସହ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ

ବେଜିଂ,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମେକ୍ସିକୋ ଏବଂ କାନାଡାରୁ ଆମଦାନୀ ଉପରେ ଲାଗୁ କରାଯାଇଥିବା ନୂତନ ୨୫% ଶୁଳ୍କ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ...

ଭାରତକୁ ୨ଥର ଝଟକା ଦେଲେ ଟ୍ରମ୍ପ, ଘୋଷଣା କରି ଭାରତୀୟଙ୍କୁ ଚମକାଇଦେଲେ…

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ଯେକୌଣସି ଦେଶ ଆମ ଉପରେ ଯେକୌଣସି ଟାରିଫ୍‌...

ଟ୍ରମ୍ପଙ୍କ ବଡ଼ ଘୋଷଣା: ଏହି ଦିନଠୁ ଭାରତ ଉପରେ ଲାଗୁ ହେବ ଟାରିଫ୍‌, ବିଦେଶୀ ସହାୟତା ଉପରେ ଲଗାଇଲେ ରୋକ

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ବୁଧବାର ଟ୍ରମ୍ପ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସ ଚାମ୍ବରରେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି। ଜାନୁଆରୀ ୨୦ ତାରିଖରେ ଶପଥ...

ପାକିସ୍ତାନ ପରି କାଙ୍ଗାଳ ପରିସ୍ଥିତିରେ ବାଂଲାଦେଶ, ୟୁନୁସ୍‌ଙ୍କ ଉପରେ ବଡ଼ ସଙ୍କଟ, ଖାଦ୍ୟ ପାଇଁ ହାହାକାର

ଢାକା,୫।୩: ବାଂଲାଦେଶ ଏବେ ପାକିସ୍ତାନର ପଥ ଅନୁସରଣ କରିବା ଆରମ୍ଭ କରିଛି। ଏବେ ପାକିସ୍ତାନ ପରି ଦାରିଦ୍ର୍ୟ ବାଂଲାଦେଶରେ ମଧ୍ୟ ବ୍ୟାପିବା ଆରମ୍ଭ କରିଛି। ଏହାର...

ବାଣିଜ୍ୟ ଯୁଦ୍ଧ ଆରମ୍ଭ: ଟ୍ରୁଡୋଙ୍କ ଉପରେ ରାଗିଯାଇ ବଡ଼ ଧମକ ଦେଲେ ଟ୍ରମ୍ପ, ଛାନିଆରେ..

ଓ୍ବାଶିଂଟନ୍‌,୫।୩: ଟାରିଫ୍‌କୁ ନେଇ ଆମେରିକା ଏବଂ କାନାଡା ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କାନାଡାର ରପ୍ତାନି ଉପରେ ପାରସ୍ପରିକ ଟାରିଫ୍‌...

ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା

ବ୍ରସେଲ୍ସ,୫।୩: ଆମେରିକାଠାରୁ ଦୂରେଇଯିବାର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ରୁଷିଆ ସହ ବୁଝାମଣା ପାଇଁ ୟୁକେନ୍‌କୁ ସାମରିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ୟୁରୋପୀୟ ରାଷ୍ଟ୍ର...

ପ୍ରତିଶୋଧ ନେଲା ଚାଇନା: ଟ୍ରମ୍ପକୁ ଦେଲା ମୁହଁତୋଡ଼ ଜବାବ

ଓ୍ବାଶିଂଟନ୍‌,୪।୩: ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ନୂତନ ଶୁଳ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image