ଇସ୍ରାଏଲ ଯିବେ ବାଇଡେନ

ଓ୍ବାଶିଂଟନ,୧୬ା୧୦(୦୫): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତରେ ଯିବେ। ବାଇଡେନଙ୍କ ଏହି ଗସ୍ତ ସମ୍ପର୍କରେ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ହମାସ୍‌-ଇସ୍ରାଏଲ ମଧ୍ୟରେ ଘମାଘଟ ଲଢ଼େଇ ଚାଲିଥିବା ବେଳେ ବାଇଡେନ ଇସ୍ରାଏଲ ଯିବେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି। ତାଙ୍କ ନିମନ୍ତ୍ରଣ ରକ୍ଷା କରି ବାଇଡେନ ଇସ୍ରାଏଲ ଯିବେ। ଇସ୍ରାଏଲ ସହ ଆମେରିକା ରହିଛି ବୋଲି ପୂର୍ବରୁ ଆମେରିକା କହିସାରିଛି।

Share