Categories: Video

Bidusmita prepares prawn curry with coconut milk | ବିଦୁସ୍ମିତାଙ୍କ ହାତରନ୍ଧା ନଡିଆ ରସ ଚିଙ୍ଗୁଡି

In this fresh episode of Food Recipe, Odia actress Bidusmita tells us how to prepare prawn curry with coconut milk. The stunning actress, who is popular for her superb acting, is also known to be a great cook and we can vouch for her skills in the kitchen after tasting the delicacy. Do watch the video to learn the recipe and try it out at your homes!

ଆଜିର ଫୁଡ୍ ରେସିପି ଏପିସୋଡରେ ଆମ ସହ ଏମିତି ଜଣେ ଅତିଥି ଅଛନ୍ତି ଯିଏକି କେବଳ ସ୍ବାଦିଷ୍ଟ ରୋଷେଇ କରନ୍ତିନି, ତା ସହିତ ତାଙ୍କର ସୁନ୍ଦର ଅଭିନୟରେ ବି ସେ ଦର୍ଶକଙ୍କୁ ବାନ୍ଧିକି ରଖିଥାନ୍ତି। ସେଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ଅଭିନେତ୍ରୀ ଜଣଙ୍କ କିପରି ନଡିଆ ରସରେ ଚିଙ୍ଗୁଡି ପ୍ରସ୍ତୁତ କରୁଛନ୍ତି ଦେଖନ୍ତୁ ଆମର ଏହି ଭିଡିଓରେ….