ବିଗ୍‌ ବି ନେଲେ ଦ୍ୱିତୀୟ ଡୋଜ୍‌…

ମୁମ୍ବାଇ,୧୬।୫: ବିଗ୍‌ ବି ଅମିତାଭ ବଚ୍ଚନ ରବିବାର ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇଛନ୍ତି। ଏସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ଗତମାସରେ ସେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ସେ କହିଛନ୍ତି ‘ ଦୁସରା ଭି ହୋ ଗୟା,କୋଭିଡ୍‌ ଓ୍ବାଲା, କ୍ରିକେଟ୍‌ ଓ୍ବାଲା ନୈହିଁ। ଏକ ଗ୍ରୀନ୍‌ ଟି-ଶର୍ଟ ସହିତ ବ୍ଲାକ୍‌ ପ୍ୟାଣ୍ଟ୍‌ ଏବଂ ବ୍ଲାକ୍‌ ମାସ୍କ୍‌ ତଥା ମୁଣ୍ଡରେ ବଣ୍ଡାନା ପିନ୍ଧି ସେ ଟିକା ନେଉ ଥିବାରୁ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share