ବିଗ୍‌ ବି ଙ୍କର  ଅପରେଶନ୍‌ !

ମୁମ୍ବାଇ,୨୮।୨: ବିଗ୍‌ ବି ଅମିତାଭ ବଚ୍ଚନଙ୍କର ଅପରେଶନ୍‌ ହେବାକୁ ଯାଉଛି। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଫେବୃୟାରୀ ୨୭ ରାତ୍ର ୧୦ଟା ୧୬ରେ ସେ ନିଜ ବ୍ଲଗ୍‌ରେ ମେଡ଼ିକାଲ କଣ୍ଡିଶନ୍‌…ସର୍ଜରୀ… ଲେଖିଛନ୍ତି। ଏହାକୁ ସେ ପୋଷ୍ଟ୍‌ କରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବିଗ୍‌ ବିଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେବେ ଏନେଇ କୌଣସି ଅଧିକ ଖବର ମିଳିପାରିନାହିଁ।

Share