Categories: ଜାତୀୟ

ଦେଶର ୩୦ ହଟ ସିଟରେ କଡା ଟକ୍କର

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡ ଦେଖାଯାଉଛି। ଏଥର ଉଭୟ ଭାଜପା ଏବଂ କଂଗ୍ରେସ ଦଳ ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ଟିକେଟ ଦେଇଛନ୍ତି। ସେଠାରେ ଅନେକ ହାଇ-ପ୍ରୋଫାଇଲ ସିଟ ଅଛି ଯାହା ଗତ କିଛି ମାସ ଧରି ଚର୍ଚ୍ଚାରେ ରହିଆସୁଛି।
ଏହି ଆସନ ଉପରେ ଦେଶବାସୀଙ୍କ ଆଖି ମଧ୍ୟ ରହିଥିଲା। ଏହି ହଟ୍‌ ସିଟ ଭିତରେ ରହିଛି, ବାରାଣସୀ, ଆମେଠି, ରାୟବରେଲି, ମେରଠ, ମଣ୍ଡି, ଗାନ୍ଧୀ ନଗର ଇତ୍ୟାଦି। ଏଠାରେ ବହୁ ହେଭିଓ୍ବେଟଙ୍କ ଭାଗ୍ୟ ପରୀକ୍ଷା ଚାଲିଛି।

Share