ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ତେବେ ଚଳିତ ସପ୍ତାହରେ ୪ ପ୍ରତିଯୋଗୀ ନୋମିନେଟେଡ୍‌ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଗୌତମ, ସୌନ୍ଦର୍ଯ୍ୟା ଶର୍ମା, ଟିନା ଦତ୍ତା ଏବଂ ଶାଲୀନ ଭନୋଟ। ହେଲେ ଗୌତମ ଏବେ ବାହାର ହେବେ ବୋଲି ଚର୍ଚ୍ଚା ଜୋର ଧରିଛି।

Share