ଏଲଭିଶ ଯାଦବ ହେଲେ ବିଗ୍‌ବସ ଓଟିଟି-୨ର ବିଜେତା

ମୁମ୍ବାଇ: ସଲମାନ ଖାନ ହୋଷ୍ଟେଡ ବିଗ୍‌ବସ ଓଟିଟି-୨ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଶୋ‘ ଏହାର ବିଜେତା ଘୋଷଣା କରିଛି। ୱାଇଲ୍ଡ କାର୍ଡ ଏଣ୍ଟ୍ରି ଏଲଭିଶ ଯାଦବ ବିଜେତା ହୋଇଛନ୍ତି। ଏଲଭିଶ ଯାଦବ ବିଗ୍‌ବସ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛନ୍ତି।
ସୋମବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଅଭିଷେକ ମଲହାନ ପ୍ରଥମ ରନର୍‌ ଅପ ଏବଂ ମନୀଷା ରାନୀ ଦ୍ୱିତୀୟ ରନର୍‌ ଅପ ହୋଇଛନ୍ତି। ଶୋ’ର ଗ୍ରାଣ୍ଡ ଫାଇନାଲ ବହୁତ ଚିତ୍ତାକର୍ଷକ ଥିଲା।

 

Share