ଫିଲ୍ମ ‘ଆଦିପୁରୁଷ’ର ‘ବ୍ରହ୍ମା’ ସାଜିଲେ ଆତଙ୍କବାଦୀ

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ‘ଆଦିପୁରୁଷ’ରେ ବ୍ରହ୍ମା ଭୂମିକାରେ ଅଭିନୟ କରିଥିବା ଅଭିନେତା ବିଜୟ ଜେ ଆନନ୍ଦଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଡେ ମିୟାଁ ଚୋଟ ମିୟାଁ’ରେ ଏକ ଦମଦାର ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି।

ବିଜୟ ଏହି ଫିଲ୍ମରେ ଏକ ବିଶେଷ ଭୂମିକାରେ ଅଭିନୟ କରିବେ। ସେ କୁହନ୍ତି, ‘ଭଗବାନଙ୍କ କୃପାରୁ ମୋତେ ଏକ ଭଲ ଫିଲ୍ମ ମିଳିଛି। ଏହି ଫିଲ୍ମରେ ମୁଁ ଆତଙ୍କବାଦୀ ଭୂମିକାରେ ନଜର ଆସିଛି। ଫିଲ୍ମରେ ଆକ୍ସନ, ଫାଇଟ୍‌ ଭରପୂର ରହିଛି।

Share