Categories: Video

Bijepur braces for triangular fight | ବିଜେପୁର ଲଢେଇ

Bijepur Assembly constituency will face the polls for the third time in about 18 months October 21. This is the second poll in less than a year. Several places of this constituency including Barapali, Gaisilet and Bijepur areas are abuzz with activity as candidates of BJD, BJP and Congress are giving it everything they have to win the seat. Dharitri Live brings you the bypoll updates from the ground.

୧୮ମାସ ମଧ୍ୟରେ ତୃତୀୟ ନିର୍ବାଚନ ଦେଖିବାକୁ ଯାଉଛି ବିଜେପୁର । ପ୍ରଚାରରେ କମ୍ପୁଛି ବିଜେପୁର , ବରପାଲି ଆଉ ଗାଇସିଲଟ ଅଞ୍ଚଳ । ତିନି ପ୍ରମୁଖ ଦଳ ବିଜେଡି , ଭାଜପା ଓ କଂଗ୍ରେସ ପ୍ରାର୍ଥୀ ବିଜୟ ହେବା ନେଇ ଅଣ୍ଟା ଭିଡିଛନ୍ତି । ବିଜେପୁରର ଗ୍ରାଉଣ୍ଡ ଜିରୋରେ କଣ ରହିଛି ସ୍ଥିତି ତାହା ପରଖିଥିଲା ଧରିତ୍ରୀ ଲାଇଭ୍ ଟିମ୍ ।