ନୂଆଦିଲ୍ଲୀ, ୧୦।୯ : ବିଲକିସ୍ ବାନୋ ମାମଲାରେ ୧୧ ଜଣ ଅପରାଧିଙ୍କୁ ମୁକ୍ତ କରାଯିବା ନେଇ ଆଇପିଏସ୍-ଆଇଏଫଏସ୍ ଅଫିସର ରାୟ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅବସର ପ୍ରାପ୍ତ ଆଇପିଏସ୍ ଅଫିସର ଡ.ମେରାନ ଚଢ଼ା ବୋରଓ୍ବାଙ୍କର, ଅବସରପ୍ରାପ୍ତ ଅଇଏଫଏସ ଅଫିସର ମଧୁ ଭାଦୁରୀ, ସମୋଜିକ ଅଧିକାର କର୍ମୀ ଜଗଦୀପ୍ ଚୋକର ଏନେଇ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି।
ଆଇନଜୀବୀ ବ୍ରିନ୍ଦା ଗ୍ରୋଭରଙ୍କ ଦ୍ୱାରା ଏହା ଦାଖଲ କରାଯାଇଛି।