ଆମେରିକୀୟଙ୍କୁ ଲାଡେନ୍‌ଙ୍କ ଚିଠି ଭାଇରାଲ

ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଟିକ୍‌ଟକ୍‌ ଭିଡିଓରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ-ହମାସ୍‌ ଯୁଦ୍ଧବେଳେ ‘ଅକୁପେଶନ୍‌ ଅଫ୍‌ ଆଓ୍ବାର ପାଲେଷ୍ଟାଇନ୍‌’ ଲେଖାଥିବା ଏହି ପତ୍ର ସାମ୍ନାକୁ ଆସିଛି। ଉକ୍ତ ଚିଠି ବିଶ୍ୱର ସବୁଠୁ କୁଖ୍ୟାତ୍‌ ମୃତ ଆତଙ୍କବାଦୀ ଲାଡେନ୍‌ଙ୍କ ସ୍ବରକୁ ପ୍ରତିଧ୍ୱନିତ କରିଛି। ‘ଲେଟର ଟୁ ଦି ଆମେରିକାନ୍‌ ପିପୁଲ’କୁ ନେଇ ଟିକ୍‌-ଟକର୍‌ମାନେ ବିସ୍ମିତ ହୋଇଛନ୍ତି। ଅନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକରେ ମଧ୍ୟ ଏହା ବହୁଳ ପ୍ରସାରିତ ହୋଇଛି। ୨୦୦୧ରେ ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଆକ୍ରମଣ ପରେ ଲାଡେନ୍‌ ଲେଖିଥିବା ଏହି ଚିଠିରେ ୯/୧୧ ଆଟାକ୍‌କୁ ଯଥାର୍ଥ ଦର୍ଶାଇବାକୁ ଉଦ୍ୟମ କରିଥିଲେ। ଏଥିସହ ପାଲେଷ୍ଟାଇନ୍‌ରେ ଇସ୍ରାଏଲର ଦମନଲୀଳାକୁ ସେ ନିନ୍ଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ପାକିସ୍ତାନ ରାଷ୍ଟ୍ରପତିଙ୍କ ଗୋଡ଼, ବିମାନରୁ ଓହ୍ଲାଇବା ସମୟରେ ପଡିଗଲେ ଜରଦାରୀ

ଇସଲାମାବାଦ,୧।୧୧: ବିମାନରୁ ଓହ୍ଲାଇବା ସମୟରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ତଳେ ପଡି ଯାଇଥିଲେ ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି।...

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

ଭାରତ ସହ ମିଶି ଶେଷ କରିବୁ ସ୍ମଗ! ଦୀପାବଳି ପରେ କାହିଁକି ଏମିତି କହିଲେ ମରିୟମ

ଇସଲାମାବାଦ,୧।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫ ବୁଧବାର ୯୦-ଶାହରାହ-ଏ-କାୟଦ-ଏ-ଆଜମରେ ଅନୁଷ୍ଠିତ ଦୀପାବଳି ଉତ୍ସବରେ ଯୋଗ...

ଭୟଙ୍କର ସ୍ଥିତିରେ ରୁଷିାଆ-ୟୁକ୍ରେନ ଯୁଦ୍ଧ: ରୁଷିଆକୁ ସହାୟତା ପାଇଁ ଆଗେଇ ଆସିଲା ଉତ୍ତର କୋରିଆ

କିଭ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏହି ସମୟରେ ରୁଷିଆକୁ ୧୦ ହଜାରରୁ ଅଧିକ ମିଶାଇଲ୍‌ ପଠାଇଛି ଉତ୍ତର କୋରିଆ। ନିକଟରେ...

ହ୍ବାଇଟ ହାଉସର ସେନା ବ୍ୟାଣ୍ଡ ଦୀପାବଳିରେ ବଜାଇଲେ ‘ଓମ ଜୟ ଜଗଦୀଶ ହରେ’ ଭାଇରାଲ ହେଉଛି ଭିଡିଓ

ଓ୍ବାଶିଂଟନ,୩୧।୧୦: ଦୀପାବଳି ଏକ ପର୍ବ ଏବଂ ଲୋକମାନେ ଏହାକୁ କେବଳ ଭାରତରେ ନୁହେଁ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଉଛି। ନିକଟରେ ଆମେରିକାର ରାଷ୍ଟ୍ରପତି...

ସତ୍ୟ ନାଡେଲାଙ୍କ ନିଦ ହଜାଇଲା ଚାଇନା! କମିଲା ମାଇକ୍ରୋସଫ୍ଟ ସିଇଓଙ୍କ ରୋଜଗାର

ଓ୍ବାଶିଂଟନ,୩୧।୧୦: ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ଦରମା ୨୦୨୪ ଆର୍ଥିକ ବର୍ଷ ପାଇଁ ୬୩% ବୃଦ୍ଧି ପାଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC)...

ଟ୍ରମ୍ପଙ୍କ ମାଷ୍ଟରଷ୍ଟ୍ରୋକ୍: ଅଳିଆ ଗାଡ଼ି ଧରି କଲେ ପ୍ରଚାର

ନୂଆଦିଲ୍ଲୀ,୩୧ା୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଉ ଗୋଟିଏ ସପ୍ତାହ ବାକି ଅଛି। ବିଜୟ ପାଇଁ ରପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ ପ୍ରାର୍ଥୀ...

ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ, କାନାଡା ମନ୍ତ୍ରୀଙ୍କ ଅଭିଯୋଗ

ଓଟ୍ଟାଓ୍ବା,୩୦ା୧୦: କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri