ବିନିତା କରିଥିଲେ ଟୁଇଟର ଡିଲ୍‌…

ଓ୍ବାଶିଂଟନ୍‌, ୧୦।୫ : ଟେସ୍‌ଲା ସିଇଓ ଏଲନ୍‌ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍‌ର ଟୁଇଟର କିଣିବା ନେଇ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଏବେ ଏ ସମ୍ପର୍କରେ ଏକ ନୂଆ ଖବର ସାମ୍ପନାକୁ ଆସିଛି। ଏହି ଡିଲ୍‌ରେ ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ବିନିତା ଅଗ୍ରଓ୍ବାଲ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି।

ମସ୍କ ୭.୧ ବିଲିୟନ ଡଲାର ପାଣ୍ଠି ଯୋଗାଣ ପ୍ରତିଶ୍ରୁତି କରିଥିବାବେଳେ ସେଥିରୁ ୪୦ କୋଟି ଡଲାର କେବଳ ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ ନାମକ ଆମେରିକୀୟ ଭେଞ୍ଚର କ୍ୟାପିଟାଲ ଫାର୍ମ ସହାୟତା ଯୋଗାଇ ଦେବ ବୋଲି କହିଛି। ୩୫ ବର୍ଷୀୟା ବିନିତା ଏହି ଫାର୍ମର ଜେନେରାଲ ପାର୍ଟନର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ମସ୍କଙ୍କ ଏହି ଡିଲ୍‌କୁ ଫଣ୍ଡିଂ ଯୋଗାଇ ଦେବାରେ ବିନିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି।

ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ରେ କାମ କରିବା ପୂର୍ବରୁ ଭାରତୀୟ-ଆମେରିକୀୟ ବିନିତା ଅଗ୍ରଓ୍ବାଲ ହେଲ୍‌ଥ କେୟାର କ୍ଷେତ୍ରରେ କାର୍ଯ୍ୟ କରୁ ଥିଲେ। ୨୦୧୬ରେ ବିନିତା ତାଙ୍କ ଦୀର୍ଘଦିନର ପ୍ରେମିକ ପରାଗ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ଦଲାଇ ଲାମାଙ୍କ ନୂଆ ଉତ୍ତରାଧିକାରୀ? ତିବ୍ବତର ଧର୍ମଗୁରୁଙ୍କ ସମ୍ପୂର୍ଣ୍ଣ ବିବରଣୀ…

ନୂଆଦିଲ୍ଲୀ,୧୧।୩: ତିବ୍ଦତୀୟ ବୌଦ୍ଧ ନେତା ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବିଷୟରେ ଦୀର୍ଘଦିନରୁ ଆଲୋଚନା ହୋଇଆସୁଛି। ଏବେ ଦଲାଇ ଲାମା ରାଜି ହୋଇଛନ୍ତି ଯେ ତାଙ୍କର ଉତ୍ତରାଧିକାରୀ...

ଟ୍ରେନ ହାଇଜାକ୍‌: ଟ୍ରେନରେ ୨୦ ଯବାନଙ୍କୁ ହତ୍ୟା, ୧୮୨ ଯାତ୍ରୀ ପଣବନ୍ଦୀ

ଇସଲାମବାଦ,୧୧।୩: ପାକିସ୍ତାନର ବାଲୁଚ ବିଦ୍ରୋହୀମାନେ 400 ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ କବଜା କରିଛନ୍ତି। ସୂତ୍ର ଅନୁଯାୟୀ, ଏହି ଟ୍ରେନରେ ପାକିସ୍ତାନୀ ସେନାର ୧୦୦...

Pakistan Train Hijack: ଟ୍ରେନରେ ଥିଲେ ଶହଶହ ଯବାନ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା-ବଡ଼ ବଡ଼ ସାମରିକ ଅଧିକାରୀ, ହେଲେ କେମିତି ହାଇଜାକ୍‌ ହେଲା ଟ୍ରେନ

ଇସଲାମବାଦ,୧୧।୩: ପାକିସ୍ତାନର ବାଲୁଚ ବିଦ୍ରୋହୀମାନେ 400 ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ କବଜା କରିଛନ୍ତି। ସୂତ୍ର ଅନୁଯାୟୀ, ଏହି ଟ୍ରେନରେ ପାକିସ୍ତାନୀ ସେନାର ୧୦୦...

EPFOର ବଡ଼ ଘୋଷଣା! PF ସଦସ୍ୟଙ୍କୁ ମାଗଣାରେ ମିଳିବ ୭ ଲକ୍ଷର ବୀମା, ଜାଣନ୍ତୁ ନୂଆ ନିୟମ… 

ନୂଆଦିଲ୍ଲୀ,୧୧।୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ର ୨୩୭ତମ ବୈଠକରେ Employees’ Deposit Linked Insurance (EDLI) ଯୋଜନାରେ...

Pakistan Train Hijack: ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ୬ ଯବାନ ମୃତ! ଟ୍ରେନ ଡାଇଭର…

ଇସଲାମବାଦ,୧୧।୩: ପାକିସ୍ତାନରେ ଟ୍ରେନ ହାଇଜାକ୍‌ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍‌ କରିଛି। କେବଳ ଏତିକି ନୁହେଁ,...

ମହିଳାଙ୍କ ପାଇଁ ‘ନର୍କ’ ପାଲଟିଗଲାଣି ବାଂଲାଦେଶ, ପଛରେ ପଡିଲାଣି ହାସିନାଙ୍କ ଶାସନ କାଳ

ଢାକା,୧୧।୩: ମହିଳାଙ୍କ ବିରୁଦ୍ଧରେ ବୃଦ୍ଧି ପାଉଥିବା ହିଂସା ଏବଂ ଯୌନ ଅପରାଧକୁ ନେଇ ବାଂଲାଦେଶରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସାମ୍ପ୍ରତିକ ସମୟରେ, ସାରା...

Train Hijacked in Pakistan: ପାକିସ୍ତାନରେ ଟ୍ରେନ ହାଇଜ୍ୟାକ୍‌, କିଏ ଏହି ବାଲୁଚ ଆତଙ୍କବାଦୀ, ଯିଏ ଦେଶରେ ପକେଇଲା ଚହଳ

ଇସଲାମବାଦ,୧୧।୩: ପାକିସ୍ତାନରେ ଟ୍ରେନ ହାଇଜ୍ୟାକ୍‌ କଲେ ଆତଙ୍କବାଦୀ। ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍‌ କରିଛି। କେବଳ ଏତିକି ନୁହେଁ,...

କ’ଣ ଟ୍ରମ୍ପଙ୍କ ଧମକରେ ନଇଁଲା ଭାରତ? ସଂସଦରୁ ବଡ଼ ଚ୍ୟାଲେଞ୍ଜ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟିକସ ବିବାଦ ଉପରେ, ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସଂସଦରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image