Posted inଫୁରସତ

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ‘ବିନୋଦ’ କିଏ? ଜାଣନ୍ତୁ କାହିଁକି ହେଉଛନ୍ତି ଭାଇରାଲ

ବିନୋଦ କିଏ? ଯିଏ #ବିନୋଦ ନାମରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଏପରି କ’ଣ ହେଲା ଯେଉଁଥିପାଇଁ ଏହି ନାମ ଏତେମାତ୍ରାରେ ଭାଇରାଲ ହେଉଛି। ଲୋକ ଭଳିକି ଭଳି ମେମେ କରି ପୋଷ୍ଟ କରୁଛନ୍ତି। ପ୍ରଶ୍ନର ଉତ୍ତର ବୋଧହୁଏ ଅନେକଙ୍କ ପାଖରେ ନ ଥିବ। ଆସନ୍ତୁ ଜାଣିବା ପୁରା କାହାଣୀ..

ସ୍ଲେପଏଣ୍ଟର ଏକ ଭିଡିଓରେ ଜଣେ ବ୍ୟକ୍ତି କମେଣ୍ଟ ସେକ୍ସନରେ ନିଜ ନାମ(ବିନୋଦ) କମେଣ୍ଟ କରିଥିଲେ। ଏହା ଏବେ ଭାଇରାଲ ହେଉଛି। ତେବେ ଏହାକୁ ନେଇ ୟୁଟ୍ୟୁବ୍‌ରେ ଏକ ଭିଡିଓ ଶେୟାର କରାଯାଇଛି। କ’ଣ ପାଇଁ ଭାରତୀୟ କମେଣ୍ଟ ସେକ୍ସନ ବିନୋଦ ନାମକ ଅଳିଆରେ ଭରପୂର ବୋଲି ଭିଡିଓରେ ଦେଖାଯାଇଛି। କିଛି ଲୋକ କମେଣ୍ଟ ସେକ୍ସନରେ କେବଳ ନିଜ ନାମ ଲେଖି ଛାଡ଼ି ଦେଉଛନ୍ତି। ସେଥିରୁ ଗୋଟିଏ ନାଁ ହେଲା ବିନୋଦ। କିଛି ଲୋକ ବିନୋଦଙ୍କ ଭଳି ନିଜ ନାମ, ପରିବାର, କାମ, ସ୍ଥାନ ଆଦି ବିଷୟରେ କମେଣ୍ଟରେ ଲେଖୁଛନ୍ତି। କିଛି ତ ରଚନା ଲେଖୁଛନ୍ତି। ୟଇତି ମଧ୍ୟରେ ଭିଡିଓଟିକୁ ୩୭ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ୩.୬୯ ଲକ୍ଷ ଥର ଦେଖାଯାଇଛି। ହେଲେ ସୋସିଆଲ ମିଡିଆରେ ଭଳିକି ଭଳି ମେମେ ଶେୟାର କରି ଲୋକେ ଏହାର ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri