Posted inVideo

Biofloc to address unemployment | ବେକାରୀ ସମସ୍ୟା ପାଇଁ ବାୟଫ୍ଲୋକ

Featured Video Play Icon

Most people chase jobs after completing their education to earn a living. However, a number of seasoned farmers have come forward to demonstrate fish farming can be a highly rewarding vocation too. While fish farming used to be done in ponds and rivers, Biofloc changes all that. Watch the video to learn more about it.

ପାଠ ପଢି ଚାକିରୀ ପଛରେ ନ ପଡି ମାଛ ଚାଷ କରି ସ୍ବାବଲମ୍ବୀ ହେବାକୁ ଆଗେଇ ଆସିଛନ୍ତି କିଛି ଅଭିଜ୍ଞ ଚାଷୀ । ଏବେ ଯେଉଁ ଚାକିରୀ ସମସ୍ୟା ଦେଖାଦେଇଛି ଏହାର ସମାଧାନ ପାଇଁ ଏହି ବାୟଫ୍ଲୋକ ଏକ ନୂଆ ଆଶା ଦେଖାଇବ ।ଏହା ପୂର୍ବରୁ ନଦୀ ,ପୋଖରୀ ରେ ମାଛଚାଷ କରାଯାଉଥିଲା । କିନ୍ତୁ ଆମେ ଆଜି ଏକ ନୂଆ ପଦ୍ଧତିରେ ଅର୍ଥାତ୍ ବାୟଫ୍ଲୋକ ପଦ୍ଧତିରେ କିପରି ମାଛ ଚାଷ କରାହେଉଛି ଚାଲନ୍ତୁ ଜାଣିବା । Contact – Saswat Dhal : 7538074710


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

Featured Video Play Icon

ଟଙ୍କା କଟିବ କିନ୍ତୁ ATMରୁ ବହାରିବନି ଟଙ୍କା !

ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ବି ଏଟିଏମରୁ ବାହାରିବ ନାହିଁ ଟଙ୍କା। ଗୋଟିଏ ଥର ବିଫଳ ହେଇ ଆଉ ଥରେ ଚେଷ୍ଟା କଲେ ଟଙ୍କା...

Featured Video Play Icon

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Featured Video Play Icon

ଏସି ହେଲମେଟ ପିନ୍ଧିବେ ପୋଲିସ

ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆଜି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏସି ହେଲମେଟ ବ୍ୟବସ୍ଥା। ସଫଳ ହେଲେ ସବୁ କର୍ମଚାରୀ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri