Categories: ଜାତୀୟ

ଆସାମରେ ଭାଜପା ମେଣ୍ଟ ଆଗରେ…

ଗୁଆହାଟି,୨।୫: ଆସାମ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୬୬ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ କଂଗ୍ରେସ ୨୯ ଆସନରେ ଆଗୁଆ ରହିଛି। ରାଜ୍ୟର ୧୨୬ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୬୪ ରହିଛି।

Share