ବିଶ୍ୱରଞ୍ଜନ ମହାନ୍ତି ପିସିସି ମିଡିଆ କମିଟି ଅଧ୍ୟକ୍ଷ

ବନେଶ୍ୱର,୯।୧: କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ। ପିସିସି ମିଡିଆ କମିଟି ଅଧ୍ୟକ୍ଷ ହେଲେ ବିଶ୍ୱରଞ୍ଜନ। ବିଶ୍ୱରଞ୍ଜନଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ଚିଠି। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ମିଡିଆ ସେଲ୍‌ରେ ନୂଆ ନିଯୁକ୍ତି କରିଛନ୍ତି।

Share