Categories: Video

BJD has betrayed Bijepur: Sanat Gartia । ବିଜେପୁରବାସୀଙ୍କ ସହ ବିଜେଡି ପ୍ରତାରଣା କରିଛି

As the polling day nears, atmosphere in Bijepur Assembly constituency continues to get politically charged. While there are three candidates in fray, the primary competition is among the BJD and the BJP candidates. BJP candidate Sanat Gartia has exuded confidence of doubling his party’s vote share this time. He speaks to Dharitri Live pertaining to his party’s strategy in the ensuing polls. Do watch!

ବିଜେପୁର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ତୃଣମୂଳ ସ୍ତରରେ ନିର୍ବାଚନୀ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି । ମୈଦାନରେ ୩ ପ୍ରାର୍ଥୀ ଥିବାବେଳେ ବିଜେପି ବିଜେଡି ମଧ୍ୟରେ କଡ଼ା ଟକ୍କର ହେବା ଅନୁମାନ କରାଯାଉଛି । ଭାଜପା ପ୍ରାର୍ଥୀ ସନତ ଗଡତିଆଙ୍କ କହିବା କଥା ଲୋକଙ୍କ ସହ ଭାଜପା ଅଛି ଓ ଏଥର ଭୋଟ ଦୁଇଗଣା ହେବ। ଏହା ସହ ସେ କହିଛନ୍ତି ବିଜେପୁରବାସୀଙ୍କ ସହିତ ବିଜେଡି ପ୍ରତାରଣା କରିଛି । ନିର୍ବାଚନକୁ ନେଇ ଭାଜପାର ଋଣନୀତି କ’ଣ ରହିଛି ଆସନ୍ତୁ ଜାଣିବା ।