ବିଷମକଟକରେ ବିଜେଡି ଆଗୁଆ

ବିଷମକଟକ,୪।୬: ରାୟଗଡାର ବିଷମକଟକ ବିଧାନସଭା ଆସନରେ ବିଜେଡି ଆଗୁଆ ଅଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ଭାଜପାର ଜଗନ୍ନାଥ ନୁଣ୍ଡୁରୁକା ୧୪୩୬୯, ବିଜେଡ଼ିର ଜଗନ୍ନାଥ ସାରାକା ୨୫୭୦୫, କଂଗ୍ରେସର ନୀଳମାଧ ହିକକାଙ୍କୁ ୨୪୧୧୬ ଖଣ୍ଡ ଭୋଟ ମିଳିଛି। ଏପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଭାଜପା ପ୍ରାର୍ଥୀଙ୍କଠାରୁ ୧୫୮୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।