ଓଡ଼ିଶା ଲୋକ ସଭାର ୧୯ ଆସନରେ ଭାଜପା ଆଗୁଆ

ଭୁବନେଶ୍ୱର,୪ା୬: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍‌ ଗଣତି ଜୋର୍‌ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଲୋକ ସଭା ଆସନରେ ଭାଜପା ଆଗୁଆ ରହିଛି। ତେବେ ରାଜ୍ୟର ୨୧ଟି ଲୋକ ସଭା ଆସନରୁ ୧୯ଟିରେ ଭାଜପା ଆଗୁଆ ରହିଥିବା ଜଣାପଡ଼ିଛି।

Share