Categories: ରାଜ୍ୟ

ବଡ଼ ବୟାନ୍‌ ରଖିଲେ ପ୍ରସନ୍ନ, କହିଲେ ଭାଜପାକୁ…

ଭୁବନେଶ଼୍ବର, ୨୯।୦୬: ବିଜୁ ଜନତା ଦଳର ବିଧାୟକ ତଥା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବଡ଼ ବୟାନ୍‌ ଦେଇଛନ୍ତି । ଭାଜପା ସରକାରଙ୍କୁ ସେ ଟାର୍ଗେଟ୍‌ କରିଛନ୍ତି। ଓଡ଼ିଶା ସ଼୍ବାର୍ଥରେ କୌଣସି ବାଧା ଆସିଲେ ତାହା ବିଜେଡି ସାଲିସ୍‌ କରିବ ନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ ଆମେ ଦିଲ୍ଲୀରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସୁଥିଲୁ । କିନ୍ତୁ ବିଧାନସଭାରେ ଓଡ଼ିଶା ସ଼୍ବାର୍ଥକୁ ନେଇ ସାଲିସ୍‌ କରାଯିବନି ବୋଲି ସେ କହିଛନ୍ତି ।

ଏଥିସହତି ସେ ନିଟ୍‌ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଏବଂ ଅନିୟମିତତାକୁ ଏକ ଉଦ୍‌ବେଗଜନକ ପ୍ରସଙ୍ଗ ବୋଲି କହିଛନ୍ତି ।

Share