ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

ଭୁବନେଶ୍ୱର,୩।୩(ବ୍ୟୁରୋ): ରନ୍ଧନ ଗ୍ୟାସ୍‌ ଦରବୃଦ୍ଧିକୁ ନେଇ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜେଡି ମହିଳା କର୍ମୀ ରାଜଭବନ ସମ୍ମୁଖରେ ସିଲିଣ୍ଡର ରଖି, ଚୁଲି ଜାଳି ପ୍ରଦିବାଦ କରିଥିବା ଜଣାପଡିଛି।
କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରିବା ପ୍ରସଙ୍ଗରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

Share