ଆଗକୁ ବିଜେଡିରେ ବିସ୍ଫୋରଣ ହେବ: କାହିଁକି ଏମିତି କହିଲେ ବିଧାୟକ ସରୋଜ ପାଢ଼ୀ

ଭୁବନେଶ୍ୱର,୩ା୮: ବିଜେଡିରୁ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଇସ୍ତଫା ଦେଇଥିବା ବେଳେ ଭାଜପାରେ ସାମିଲ ହୋଇଛନ୍ତି। ତେବେ ଏହାକୁ ନେଇ ରାଜନୀତି ପାଣିପାଗ ବେଶ୍‌ ସରଗରମ ହୋଇଉଠିଛି। ଉଭୟ ଦଳ ନେତା ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି।

ଏଥିରେ ଡିଲ୍‌ ହୋଇଥିବା ବିଜେଡି କହୁଥିବା ବେଳେ ଭାଜପାର ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ବିଜେଡି ମମତାଙ୍କୁ ନେଇ କେବଳ ବୟାନବାଜି କରୁଛି। କୌଣସି ଡିଲ୍‌ ହୋଇନାହିଁ। ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରି ଭିତରେ ଅଛନ୍ତି। ନିଃଶ୍ୱାସ ନେବାକୁ ସେମାନେ ବାହାରକୁ ଆସୁଛନ୍ତି। ଯଦି ମମତା ଲୋକପ୍ରିୟ ନୁହନ୍ତି, ସୁପ୍ରିମୋ କାହିଁକି ମୟୂରଭଞ୍ଜ ନେତାଙ୍କୁ ଡାକିଲେ। ଗଞ୍ଜାମରେ ବି ତାଙ୍କ ଅବସ୍ଥା ଭଲ ନାହିଁ, ଆଗକୁ ବିସ୍ଫୋରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ...

ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଶୁଣିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ପୂର୍ବ ସରକାରରେ ଯାହା…

କେସିଙ୍ଗା,୨ା୨(ତୁମେଶ୍ୱର ସାହୁ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲା ଉତ୍କେଳା ଏୟାରଷ୍ଟ୍ରିପ୍‌ରେ ରବିବାର ଓହ୍ଲାଇ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ...

 ଚର୍ଚ୍ଚାରେ ବିଜେଡି, ଦଳର ନେତା: ଏବେ ଗୁଆହାଟୀ ମେଳିକୁ ନେଇ ବଢ଼ୁଛି ସନ୍ଦେହ 

ଭୁବନେଶ୍ୱର,୨।୨: ବର୍ତ୍ତମାନ ଚର୍ଚ୍ଚାରେ ବିଜେଡି ଓ ଦଳର ନେତା। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ବିଜେଡିର ଯୁବ ନେତା ଏକାଠି ହୋଇଥିଲେ ।...

ଚେହେରା ଚିହ୍ନାଚିହ୍ନା ଲାଗେ ହେଲେ ମନେ ପଡ଼ି ନ ଥାଏ ନାମ ଏଭଳି କାହିଁକି ହୁଏ ଜାଣନ୍ତୁ

ବେଳେବେଳେ କାହାକୁ ଦେଖିଲେ ତାଙ୍କ ଚେହେରା ଚିହ୍ନା ଚିହ୍ନା ଲାଗେ। ହେଲେ ମନେ ପଡ଼ି ନ ଥାଏ ସେହି ବ୍ୟକ୍ତିଙ୍କ ନାମ। କେବେ ଭାବିଛନ୍ତି କି...

ଘର ଭିତରେ ପଶି ୨ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେରେ ଥିବା  ବୁଲେଟ୍‌ ଓ  ବାଇକ୍‌କୁ ଶନିବାର ବିଳମ୍ବିତ ରାତିରେ...

ଶୋଇଥିବାବେଳେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ହାତୀ, ଅଙ୍ଗ ପ୍ରତ୍ୟଙ୍ଗକୁ ଏଣେତେଣେ ଫିଙ୍ଗି ଚାଲିଗଲା

ଭବାନୀପାଟଣା/ଲାଞ୍ଜିଗଡ଼,୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ କାଦୋମାଳିରେ ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ...

ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ

ରାଇକିଆ,୨ା୨(ପ୍ରଦୀପ ବେହେରା): ଆସନ୍ତା ମାର୍ଚ୍ଚ ୪ରୁ ୧୧ ପର୍ଯ୍ୟନ୍ତ ରାଇକିଆ ନବ ନିର୍ମିତ ଜଗନ୍ନାଥ ମନ୍ଦିରିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋର୍‌...

subhadra yojana: ଏହିଦିନ ମିିଳିବ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବ୍ୟାଙ୍କକୁ ଯାଇ ତୁରନ୍ତ କରନ୍ତୁ ଏପରି…

ଭୁବନେଶ୍ୱର,୨ା୨: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଫେବୃଆରୀ ୮ରେ ସୁଭଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri