ଭାଜପା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ, ଜଗନ୍ନାଥ ପ୍ରଧାନ ଆଗୁଆ

ଭୁବନେଶ୍ୱର,୪।୬: ସକାଳ ୮ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ ପୁରୀ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଆଗୁଆ ଅଛନ୍ତି। ଏହି ଆସନ ନିମନ୍ତେ ବିଜେଡି ତରଫରୁ ସୁନୀଲ ମହାନ୍ତି ଓ କଂଗ୍ରେସ ତରଫରୁ ଉମା ବଲ୍ଲଭ ରଥ ମଇଦାନରେ ଅଛନ୍ତି। ଅନ୍ୟପଟେ ଭୁବନେଶ୍ୱର ମଧ୍ୟ ଆସନରେ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ ଅଛନ୍ତି। ତାଙ୍କ ବିପକ୍ଷରେ ବିଜେଡି ତରଫରୁ ଅନନ୍ତ ନାରାୟଣ ଜେନା ପ୍ରାର୍ଥୀ ହୋଇଛନ୍ତି।

 

Share