ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ

ପୁରୀ,୪।୬: ଆରମ୍ଭ ହୋଇଛି ଓଡ଼ିଶାରେ ମତ ଗଣନା। ସକାଳ ୮ରୁ ମତ ଗଣନା ଆରମ୍ଭ ହୋଇଥିବାବେଳେ ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ଲୋକ ସଭାରେ ରାଜ୍ୟରେ ଭାଜପା ୪ ଏବଂ ବିଜେଡି ୪ ଆସନରେ ଆଗୁଆ ଚାଲିଛନ୍ତି।

Share