ନାମାଙ୍କନପତ୍ର ଦାଖଲକଲେ ଭାଜପା ପ୍ରାର୍ଥୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ରାଜକିଶୋର ବେହେରା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଅତିରିକ୍ତ ଜିଲାପାଳଙ୍କୁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଜିଲା ଭାଜପା ସଭାପତି ସତବ୍ରତ ମହାପାତ୍ର ଉପସ୍ଥିତ ଥିଲେ।

Share