Categories: ଜାତୀୟ

ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୧୧।୧୨ : ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଏମସିଡି ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ଦିଲ୍ଲୀ ଭାଜପା ଉପାଧ୍ୟକ୍ଷ ବିରେନ୍ଦ୍ର ସଚଦେବାଙ୍କୁ କାମଚଳା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

Share