ଗୋଆରେ ଭାଜପା-କଂଗ୍ରେସ ମୁହାଁମୁହିଁ…

ପଣଜୀ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଗାଆରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା ୧୫ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୫ ଆସନରେ ଆଗୁଆ ରହିଛି। ଅପରପକ୍ଷରେ ତୃଣମୂଳ କଂଗ୍ରେସ ୭ ଏବଂ ଅନ୍ୟାନ୍ୟ ୩ ଆସନରେ ଆଗୁଆ ରହିଛନ୍ତି।

Share