Posted inଜାତୀୟ

ମଣିଶଙ୍କରଙ୍କ ବିବୃତ୍ତିକୁ ନେଇ ରାଗିଲା ଭାଜପା, କହିଲା…

ନୂଆଦିଲ୍ଲୀ,୨୯ା୫ କଂଗ୍ରେସ ନେତା ମଣିଶଙ୍କର ଆୟାର ୧୯୬୨ରେ ହୋଇଥିବା ଚାଇନା ଆକ୍ରମଣ ପାଇଁ କିଛି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଭାଜପା ମଣିଶଙ୍କରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ନିରବତା ଉପରେ ଭାଜପା ପ୍ରଶ୍ନ ଉଠାଇ କହିଛି, ତାଙ୍କୁ ଜବାବ ରଖିବାକୁ ପଡ଼ିବ।

ଭାଜପା ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଗୌରବ ଭାଟିଆ କହିଛନ୍ତି, ଜବାହରଲାଲ ନେହେରୁଙ୍କ ସମୟରେ ୪୩ ହଜାର ବର୍ଗ କିଲୋମିଟର ଭାରତୀୟ ଜମି ଚାଇନା ଦ୍ୱାରା କବ୍‌ଜା କରାଯାଇଥିଲା। ଏହି ଜମିକୁ ଚାଇନା ଦଖଲ କରିଛି। ମଣିଶଙ୍କର ଆୟାର ଚାଇନାକୁ କ୍ଲନ୍‌ଚିଟ୍‌ ଦେଇଥିଲେ। ରାହୁଲଙ୍କ ସମ୍ମତି ବିନା ଏହା ହୋଇପାରେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଇନା ଉପରେ ବୀଣା ବଜାଇବା ବନ୍ଦ କର ବୋଲି ମଣିଶଙ୍କର କହିଥିଲେ। ଏହାକୁ ନେଇ ଭାଜପା ରାଗିଯାଇଥିଲା।

ଗୌରମ କହିଛନ୍ତି, ଖାର୍ଗେ ନିରବତା ରକ୍ଷା କରୁଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ଏଭଳି ବିବୃତ୍ତି ଦିଆଯାଇଛି। ଭାରତ ଗର୍ବର ସହିତ ଠିଆ ହୋଇଛି ଏବଂ ଚାଇନାକୁ ନିଜର ସ୍ଥାନ ଦେଖାଉଛି। ମଣିଶଙ୍କରଙ୍କ ବିବୃତ୍ତିରେ କଂଗ୍ରେସର ଭାରତ ବିରୋଧୀ ଆଭିମୁଖ୍ୟ ଦର୍ଶାଯାଇଛି।

କଂଗ୍ରେସ ଏବଂ ରାହୁଲ ମଣିଶଙ୍କର ଆୟାରଙ୍କୁ ସାହସୀ ବାହିନୀକୁ ହତାଶ କରିବାକୁ କାହିଁକି ଅନୁମତି ଦେଉଛନ୍ତି ବୋଲି ଗୌରବ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଦ୍ୱାରା ପାକିସ୍ତାନ ଏବଂ ଚାଇନାକୁ ଏକ ସଙ୍କେତ ଦିଆଯାଉଛି କି?

ପ୍ରକାଶ ଥାଉକି, ୧୯୬୨ରେ ଚାଇନାର ଆକ୍ରମଣ ପାଇଁ ଅଭିଯୋଗ ହୋଇଥିବା ଶବ୍ଦକୁ ଭୁଲ୍‌ ଭାବେ ବ୍ୟବହାର କରି ମଣିଶଙ୍କର କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri