Posted inଜାତୀୟ

ଅନୁଚ୍ଛେଦ ୩୭୦ ହଟାଇ କଂଗ୍ରେସର ଭୁଲ ସୁଧାରିଛି ଭାଜପା: ଅନୁରାଗ ଠାକୁର…

ବେଙ୍ଗାଲୁରୁ,୧୩।୩ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶ ଯାଇ ଭାରତର ଏକ ଅଂଶ ଭାବରେ ଭାରତୀୟ ମାଟିକୁ ନିଜର ବୋଲି କୁହନ୍ତି ନାହିଁ। ଏମାନେ ସମାନ ଲୋକ, ଯେଉଁମାନଙ୍କ ପାଇଁ ଆଜି କଶ୍ମୀରର ଏକ ଅଂଶ ପାକିସ୍ତାନ ଅଧୀନରେ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କଶ୍ମୀରରୁ ଅନୁଚ୍ଛେଦ ୩୭୦ ଏବଂ ୩୫-ଏ କୁ ହଟାଇ କଂଗ୍ରେସ ଦଳର ପୁରୁଣା ଭୁଲ ସଂଶୋଧନ କରିଛନ୍ତି। ସେ କର୍ନାଟକର କୋଲାରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏଭଳି କହିଛନ୍ତି।

କର୍ନାଟକରେ କଂଗ୍ରେସ ସରକାର ଥିବାବେଳେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏହାକୁ ଏଟିଏମ ଭାବରେ ବ୍ୟବହାର କରିଥିଲେ। ଟଙ୍କା ଏଠାରୁ ଯାଉଥିଲା। ଅନ୍ୟପକ୍ଷରେ, ଜେଡିଏସ ସରକାରଙ୍କ ଅଧୀନରେ କର୍ନାଟକ ଏକ ପରିବାରର ଏଟିଏମ ଭାବରେ ରହିଆସୁଥିଲା। ସେ କହିଛନ୍ତି, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିଃକୁ ବନ୍ଦ କରିବାକୁ ରାହୁଲ କହୁଥିଲେ। ଆଜି ଏହା କର୍ନାଟକରେ ଦେଶର ସବୁଠୁ ବଡ ହେଲିକପ୍ଟର ଉତ୍ପାଦନ କାରଖାନା ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେତେବେଳେ Saif Ali Khan ଙ୍କୁ ହୋଇଥିଲା ଛୁରାମାଡ, ସ୍ତ୍ରୀ କରିନା କପୁର କରୁଥିଲେ ପାର୍ଟି, ଆସିଲା ସାଂଘାତିକ ଖବର

ମୁମ୍ବାଇ,୧୬।୧: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟାରେ ଅଭିନେତାଙ୍କୁ...

ମହାକାଶରେ ନୂଆ ଇତିହାସ ରଚିଲା ଭାରତ, ଡକିଂରେ ସଫଳତା ହାସଲ କଲା ଇସ୍ରୋର SpaDeX…  

ନୂଆଦିଲ୍ଲୀ,୧୬।୧: ମହାକାଶରେ ନୂଆ କୀର୍ତ୍ତିମାନ ରଚିଛି ଭାରତ। ଇସ୍ରୋର ସ୍ପେଡେକ୍ସ ମିଶନ ଐତିହାସିକ ଡକିଂରେ ସଫଳତା ହାସଲ କରିଛି। ପ୍ରଥମ ଥର ଲାଗି ଇସ୍ରୋ ଦୁଇଟି...

ମୁହାଁମୁହିଁ ହେଲେ ଶଙ୍କରାଚାର୍ଯ୍ୟ-ହର୍ଷା, କଡ଼ା ଜବାବ ଦେଲେ ସୁନ୍ଦରୀ ସାଧ୍ୱୀ

ନୂଆଦିଲ୍ଲୀ,୧୬।୧: ମହାକୁମ୍ଭ ସୁନ୍ଦରୀ ହର୍ଷା ରିଚାରିଆ ଓ ଶଙ୍କରାଚାର୍ଯ୍ୟ ମଧ୍ୟରେ ତେଜିଛି ବିବାଦ। ଅମୃତ ସ୍ନାନ ପରେ ସେ ମହାମଣ୍ଡଳେଶ୍ୱରଙ୍କ ରାଜକୀୟ ରଥରେ ବସିଥିବାରୁ ପ୍ରଶ୍ନ...

ବିବାହକୁ ନେଇ ବଡ଼ ସିକ୍ରେଟ ଖୋଲିଲେ ସୁନ୍ଦରୀ ହର୍ଷାଙ୍କ ବାପା, କହିଲେ ସେ ପୂର୍ବରୁ…

ନୂଆଦିଲ୍ଲୀ,୧୬।୧:ମହାକୁମ୍ଭରେ ଏବେ ସୁନ୍ଦରୀ ସାଧ୍ବୀ ହର୍ଷା ରିଚାରିଆଙ୍କୁ ନେଇ ବେଶ ଚର୍ଚ୍ଚା । ଗ୍ଲାମର ଦୁନିଆ ଛାଡ଼ି କାହିଁକି ସେ ସନ୍ୟାସିନୀ ବନିଗଲେ, ତାହା ଏବେ...

ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲା ଚୋର, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ହେଲା ସୈଫଙ୍କ ଉପରେ ଆକ୍ରମଣ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର...

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ

ମୁମ୍ବାଇ,୧୬ା୧: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ...

ଭାରତରେ କେତେକ ଫିଚର୍ସ ପ୍ରତ୍ୟାହାର କରିପାରେ ମେଟା

ନୂଆଦିଲ୍ଲୀ,୧୬ା୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟାକୁ ଭାରତରେ ଏହାର କେତେକ ଫିଚର୍ସ ପ୍ରତ୍ୟାହାର କରିବାକୁ ପଡ଼ିପାରେ। ଭାରତ ସରକାରଙ୍କ ଏକ ଆଣ୍ଟିଟ୍ରଷ୍ଟ୍‌ ଡିରେକ୍ଟିଭ୍‌ ଅନୁଯାୟୀ...

ହତ୍ୟାରେ ଶେଷ ହେଲା ପ୍ରେମ କାହାଣୀ, ଝିଅକୁ ପୋଲିସ, ପଞ୍ଚାୟତ ଆଗରେ ଗୁଳିକଲେ ବାପା

ଗ୍ବାଲିଅର,୧୫।୧: ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏକ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ବିବାହର ୩ ଦିନ ପୂର୍ବରୁ ଜଣେ ବାପା ତାଙ୍କ ଝିଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image