ବିଧାନସଭାରେ ଭାଜପା ଆଗୁଆ

ଭୁବନେଶ୍ୱର,୪।୬: ଚାଲିଛି ମତଗଣନା।  ତେବେ କଣ୍ଟାଭାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଅଛନ୍ତି। ତେବେ ଓଡ଼ିଶା ବିଧାନସଭାରେ ଭାଜପା ୬୦ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୫ ଆସନରେ ଆଗୁଆ ଅଛି। ସେହିପରି କଂଗ୍ରେସ ୯ଟି ଆସନରେ ଆଗୁଆ ଅଛି।

Share