Advertisement

ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ଆଗୁଆ

ଛତ୍ରପୁର,୪ା୬: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଅଛନ୍ତି। ପ୍ରଦୀପ ପାଣିଗ୍ରାହୀ ୮୦,୧୯୭୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୫୬,୦୯୧ ଖଣ୍ଡ ଭୋଟ୍‌ ପାଇଛନ୍ତି। ତେବେ ପ୍ରଦୀପ ଭୃଗୁଙ୍କଠାରୁ ୨୪,୧୮୨ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share