Categories: ଜାତୀୟ

ଗୁଜରାଟରେ ଭାଜପା ଆଗୁଆ

ଅହମଦାବାଦ,୧୦।୧୧: ଗୁଜରାଟ ଉପ ନିର୍ବାଚନରେ ଭାଜପା ଆଗୁଆ ରହିଛି ରାଜ୍ୟର ୮ଟି ବିଧାନସଭା ଆସନ ମଧ୍ୟରୁ ୭ଟିରେ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ଅପର ପକ୍ଷରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି। ରାଜ୍ୟରେ ଶାସକ ଭାଜପା ଭଲ ସ୍ଥିତିରେ ରହିଥିବା କୁହାଯାଉଛି। ଏଠାରେ ଉପନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କାମ କରିଛି। ଅପରପକ୍ଷରେ ରାହୁଲ ଗାନ୍ଧୀ ଭୋଟରଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି।

Share