Advertisement

ବିଧାନସଭାରେ ଆଗୁଆ ଚାଲିଛି ଭାଜପା

ଭୁବନେଶ୍ୱର,୪ା୬: ରାଜ୍ୟରେ ମଙ୍ଗଳବାର ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ ଓଡ଼ିଶା ବିଧାନସଭାର ୧୪ଟି ଆସନରେ ଭାଜପା ଆଗୁଆ ଥିବା ବେଳେ ବିଜେଡି ୯ଟି ଆସନରେ ଆଗୁଆ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share