ଟ୍ରେଣ୍ଡ କରୁଛି ଭାଜପା: କଟକ, ଜଗତସିଂହପୁର, ଯାଜପୁରରେ ଆଗୁଆ

ଭୁବନେଶ୍ୱର,୪।୬: ଲୋକ ସଭାରେ ଟ୍ରେଣ୍ଡ କରୁଛି ଭାଜପା। କଟକ, ଜଗତସିଂହପୁର ଓ ଯାଜପୁର ଲୋକ ସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଭାଜପା ରହିଛି।

କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ଭାଜପା ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ସେହିପରି ଜଗତସିଂହପୁର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଏବଂ ଯାଜପୁର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗରେ ଅଛନ୍ତି।

Share