ଭାଜପାରେ ଯୋଗଦେବାର ୨ ମାସ ପରେ ଛାଡ଼ିଲେ: ଘରକୁ ବାହୁଡ଼ିଲେ ପୂର୍ବତନ ଜିଲା ପରିଷଦ ସଭାପତି

ଯାଜପୁର,୪।୩: ଯାଜପୁରର ପୂର୍ବତନ ଜିଲା ପରିଷଦ ସଭାପତି ତଥା ରସଲୁପୁର ବବ୍ଲ ପୂର୍ବତନ ଅଧ୍ୟକ୍ଷ ନରେଶ ମହାନ୍ତି ସୋମବାର ବିଜେଡିରେ ଯୋଗ ଦେଇଛନ୍ତି। ପ୍ରାୟ ୨ ମାସ ପୂର୍ବରୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିିଲେ। ତେବେ ୨ ମାସ ପରେ ପୁଣିସେ ଘରବାହୁଡ଼ା କରିଛନ୍ତି। ଭୁବନେଶ୍ବରସ୍ଥିତ ଶଙ୍ଖଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଏମ୍‌ପି ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।

Share