ଡେରାଡୁନ,୨୦ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି(ଭଜପା) ୫୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମାରୁ ନିର୍ବାଚନ ଲଢିବେ । ସେହିପରି ମଦନ କୌଶିକ ହରିଦ୍ୱାର ଓ ପୁରୋଲାରୁ ଦୁର୍ଗେଶ୍ୱର ଲାଲ ଓ ୟମୁନେତ୍ରୀରୁ କେଦାର ସିଂ ରାୱତ ନିର୍ବାଚନ ଲଢିବେ ।
भारतीय जनता पार्टी की केंद्रीय चुनाव समिति ने उत्तराखंड विधानसभा चुनाव-2022 के लिए निम्नलिखित प्रत्याशियों के नामों पर अपनी स्वीकृति दी है। pic.twitter.com/mcy3UgVEl0
— BJP (@BJP4India) January 20, 2022