Posted inଜାତୀୟ

ଅନ୍ୟ କଥାରେ ଆନ୍ଦୋଳନ କରୁଛନ୍ତି କୃଷକ, ଆଇନର ସମସ୍ୟା ବିଷୟରେ ସେମାନଙ୍କୁ ଜଣାନାହିଁ: ହେମା

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ଓ ସକାରଙ୍କ ମଧ୍ୟରେ ଏବେବି ତୁତୁମେମେ ଲାଗି ରହିଛି । ସୁପ୍ରିମକୋର୍ଟ ମାଧ୍ୟମରେ ଏହାର ସମାଧାନ ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ ଆନ୍ଦୋଳନରେ ବସିଥିବା କୃଷକଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା କଥା ହେଲା ଆନ୍ଦୋଳନରେ ବସିଥିବା କୃଷକଙ୍କୁ ଆଇନର ସମସ୍ୟା ବିଷୟରେ ଜଣାନାହିଁ । ଆନ୍ଦୋଳନରେ ବସିଥିବା କୃଷକଙ୍କୁ ଜଣାନାହିଁ ସେମାନଙ୍କୁ କ’ଣ ଆବଶ୍ୟକ ଓ ନୂଆ କୃଷି ଆଇନକୁ ସେମାନେ କାହିଁକି ବିରୋଧ କରୁଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଅନ୍ୟମାନଙ୍କ କଥାରେ ସେ ଆନ୍ଦୋଳନରେ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Video: ନାବାଳିକାକୁ ଜୋରଜବରଦସ୍ତ କରିଦେଲ ବିବାହ, ସ୍ୱାମୀ ଟେକି ନେଇଯାଉଥିବାର ଭିଡିଓ ଭାଇରାଲ୍, ୪ ଗିରଫ

ନୂଆଦିଲ୍ଲୀ, ୭।୩: ୧୪ ବର୍ଷୀୟା ନାବାଳିକାକୁ ବଳପୂର୍ବକ ଜଣେ ସମ୍ପର୍କୀୟଙ୍କ ସହ ବିବାହ କରାଇଦେଲେ ମା’। ଯେତେ ମନା କଲେ ମଧ୍ୟ କେହି ଶୁଣି ନ...

ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଭାରତ ଆଣିବା ରାସ୍ତା ପରିଷ୍କାର: ଆମେରିକା ସୁପ୍ରିମକୋର୍ଟରେ ପ୍ରତ୍ୟର୍ପଣ ରୋକିବା ଦାବି ଖାରଜ

ଓ୍ବାଶିଂଟନ/ମୁମ୍ବାଇ,୭।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା...

ମହାକୁମ୍ଭରୁ ମାଲାମାଲ ହେଲେ ନାବିକ ପରିବାର: ରୋଜଗାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରୟାଗରାଜ,୭ା୩:ହିନ୍ଦୁଧର୍ମର ସର୍ବବୃହତ୍‌ ଧର୍ମୀୟ ମେଳା ମଧ୍ୟରୁ ଅନ୍ୟତମ ମହାକୁମ୍ଭ ମେଳା ୪୫ ଦିନ ଧରି ଗତ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।...

Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୬।୩: ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ...

ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର

ନୂଆଦିଲ୍ଲୀ,୬।୩: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ...

ଲଣ୍ଡନରେ ଜୟଶଙ୍କରଙ୍କ କାର୍‌ ଆଗରେ ଖଲିସ୍ତାନବାଦୀଙ୍କ ପ୍ରତିବାଦ,ଭାରତ କଲା ନିନ୍ଦା

ଲଣ୍ଡନ/ନୂଆଦିଲ୍ଲୀ,୬।୩ : ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ବ୍ରିଟେନ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଭାରତ ଦୃଢ଼ ନିନ୍ଦା କରିଛି। ବୁଧବାର ଲଣ୍ଡନର ଚାଥାମ ହାଉସ୍‌ରେ...

ହୋଲି ଉତ୍ସବ ପାଇଁ ଅନୁମତି ଦେଲାନି କଲେଜ, ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଛାତ୍ରୀଛାତ୍ର ଦେଲେ ଧମକ

ନୂଆଦିଲ୍ଲୀ,୬।୩: ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ) ପରିସରରେ ହୋଲି ମିଳନ ଉତ୍ସବ ପାଳନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ବିବାଦ ସୃଷ୍ଟି ହୋଇଛି।...

ଲାହୋରରେ ଭଗବାନ ରାମଙ୍କ ପୁତ୍ର ଲବଙ୍କ ସମାଧିରେ ପ୍ରାର୍ଥନା କଲେ ରାଜୀବ ଶୁକ୍ଳା; ଫଟୋ ସେୟାର କଲେ

ନୂଆଦିଲ୍ଲୀ,୬।୩: ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ଯିଏ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲାହୋରର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image