Categories: ଜାତୀୟ

ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ଅପରାହ୍ନ ୩ଟାରେ ମୋଦି କରିବେ ସମ୍ବୋଧନ

ନୂଆଦିଲ୍ଲୀ,୧୭।୧: ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ହେଉଛି ଶେଷ ଦିନ। ଏହି ବୈଠକରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସାରିଛନ୍ତି। ଏହାପରେ ଉକ୍ତ ବୈଠକରେ ଆଲୋଚନା ଆରମ୍ଭ ହୋଇଛି। ଏହି ଅବସରରେ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି ହେବା ନେଇ ମୋହର ଲାଗିପାରେ।

Share