Categories: ଜାତୀୟ

ମଙ୍ଗଳବାର ଭାଜପା ନେତୃତ୍ୱରେ ଏନଡିଏର ବଡ଼ ବୈଠକ, ନଡ୍ଡା କହିଲେ ୩୮ ଦଳ ହେବେ ସାମିଲ

ନୂଆଦିଲ୍ଲୀ,୧7୭।୭: ମଙ୍ଗଳବାର ଏନଡିଏର ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ୩୮ଟି ଦଳ ସାମିଲ ହେବେ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ନଅ ବର୍ଷ ମଧ୍ୟରେ ଏନଡିଏର ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବିକାଶର ଏଜେଣ୍ଡା ପୂରଣ କରିବା ପାଇଁ ରାଜନୈତିକ ଦଳମାନେ ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକ ଏନଡିଏ ପ୍ରତି ଉତ୍ସାହର ସହିତ ଆସୁଛନ୍ତି।

Share