ଫୁଲବାଣୀ ବିଧାନସଭା ଆସନ ହାତେଇଲା ଭାଜପା

ଫୁଲବାଣୀ,୪ା୬(ରାକେଶ କୁମାର ରାଉତ): ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଉମାଚରଣ ମଲିକ ବିଜୟ ଲାଭ କରିଛନ୍ତି। ଉମାଚରଣ ମୋଟ୍‌ ୫୩,୯୦୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଜୟଶ୍ରୀ କହଁର ୫୧,୦୪୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ତେବେ ୨୮୫୮ ଖଣ୍ଡ ଭୋଟ୍‌ରେ ଉମାଚରଣ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ କରି ଘରୁ ପଳାଇ ଥିଲେ,  ବିବାହ ପରେ ଏବେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରଥାନା ଏସ୍‌ ଗୋପାଳପୁର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ମତ୍ୟୁ ଘଟିଛି। ମୃତକ ଜଣକ ହେଲେ...

‘ଭାଜପା ମିଛ କହି…’, ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ହାରିବାର କାରଣ ଖୋଲି କହିଲେ ନବୀନ

ଭୁବନେଶ୍ୱର,୨୬।୧୨: ବିଜେଡି ହାରିବାର କାରଣ ଖୋଲି କହିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଭାଜପା ମିଛ ପ୍ରତିଶ୍ରୁତି...

କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍‌ର ଅଧା, ଭାଜପା କହିଲା ଏହା ନୂଆ ମୁସ୍‌ଲିମ୍‌…

ନୂଆଦିଲ୍ଲୀ,୨୬ା୧୨: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଉଷ୍ଣ ହୋଇଛି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ...

ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ: ସହିପାରିଲେନି ଚାଷୀ, ଆପଣାଇଲେ ଚରମ ପଦକ୍ଷେପ…

ଛତ୍ରପୁର,୨୬ା୧୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ବଡ଼ମାଧପୁର ପଞ୍ଚାୟତ ଅଧୀନ ବରଙ୍ଗ ଗାଁର ଜଣେ ଚାଷୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।...

ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ: ବିଜୁବାବୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ନେତା-କର୍ମୀ

ଗଞ୍ଜାମ,୨୬।୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ବିଜେଡି ପକ୍ଷରୁ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସାମନ୍ତରା ସାହି ଷ୍ଟେଶନ ରୋଡ଼ସ୍ଥିତ ବିଜୁ...

କୋହଲା ପାଗକୁ ବଢ଼ିଲାଣି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିଲା। ତେବେ ଏହି ବର୍ଷା ବୁଧବାର ରାତିରୁ ବନ୍ଦ...

ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ: ୮ ସ୍ଥାନରେ ଏକକାଳୀନ ଚଢାଉ

କୋରାପୁର,୨୬।୧୨(ଅମିତାଭ ବେହେରା): କୋରାପୁଟ ଜିଲା ବୋରିଗୁମ୍ମା ତହସିଲ ଏଆର୍‌ଆଇ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଆର୍‌ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ...

ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍‌ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ…

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ସମୟ ଥିଲା ଦିନେ ଓଡ଼ିଶାରେ ଭାଜପାକୁ  ସାଇନ୍‌ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି। ରାଜ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri