Posted inଜାତୀୟ

କଙ୍ଗନାକୁ କଡ଼ା ତାଗିଦ୍‌ କରୁଛି ଭାଜପା, ବଡ଼ ଖୁଲାସା କଲେ ଭାଜପା ନେତ୍ରୀ!

କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାକୁ ହରଡଘଣାରେ ପକେଇଛନ୍ତି ଭାଜପା ନେତ୍ରୀ କଙ୍ଗନା ରଣାଓ୍ବତ। ଯାହାକୁ ନେଇ ଦଳ ତାଙ୍କୁ ତାଗିଦ୍‌ କରିଛି। ଏପରି ବିବାଦୀୟ ମନ୍ତବ୍ୟ ନ ଦେବାକୁ ଦଳ ତାଙ୍କୁ ଚେତାବନୀ ଦେଇଛି। ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା।

ସେ କହିଛନ୍ତି, କୃଷକ ଆନ୍ଦୋଳନରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା ମୋତେ ତାଗିଦ୍‌ କରିଛି। ତେବେ ଭବିଷ୍ୟତରେ ନିଜ ମନ୍ତବ୍ୟ ରଖିବାବେଳେ ଶଦ୍ଦ ଚୟନବେଳେ ସାବଧାନ ରହିବି। ମୋତେ ଭାଜପା ତାଗିଦ୍‌ କରିଛି ଏହାକୁ ନେଇ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ମୁଁ ଏତେ ପାଗଳ କି ମୁର୍ଖ ନୁହେଁ ଏହାକୁ ମାନିବି। ମୋତେ ଆହୁରି ଆଗକୁ ଯିବାର ଅଛି। ଯଦି ମୁଁ ପାର୍ଟିର ଉଦ୍ଦେଶ୍ୟ, ସ୍ଥିତି କିମ୍ବା ନୀତିକୁ ଆଘାତ ଦେଇଛି ତେବେ ସବୁଠାରୁ ଅଧିକ ଦୁଖ ମୋତେ ହିଁ ଲାଗିବ ବୋଲି ମଣ୍ଡି ଏମପି କଙ୍ଗନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷ ଦେଇ ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ

ଥିରୁଭାନନ୍ତପୁରମ,୨୦ା୧: କେରଳର ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ସୋମବାର ଜଣେ ୨୪ ବର୍ଷିୟା ଯୁବତୀ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗ୍ରୀଷ୍ଣା ୨ ବର୍ଷ...

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ୟୁସିସି

ଡେରାଡୁନ୍‌,୨୦।୧: ସମାନ ନାଗରିକ ସଂହିତା (ୟୁସିସି)ର ନିୟମାବଳୀଗୁଡ଼ିକୁ ଉତ୍ତରାଖଣ୍ଡ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଖୁବ୍‌ଶୀଘ୍ର ୟୁସିସି କାର୍ଯ୍ୟକାରୀ ହେବା ନେଇ ତାରିଖ ଘୋଷଣା...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଅତୁଲ ସୁଭାଷଙ୍କ ପୁଅ ରହିବେ ମା’ଙ୍କ ନିକଟରେ

ନୂଆଦିଲ୍ଲୀ,୨୦।୧: ସୋମବାର (ଜାନୁଆରୀ ୨୦, ୨୦୨୫) ସୁପ୍ରିମକୋର୍ଟ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାଆଙ୍କ ଦ୍ୱାରା ଦାୟର ଆବେଦନର ସମାଧାନ କରିଛନ୍ତି, ଯିଏ ତାଙ୍କ ପତ୍ନୀଙ୍କ ଦ୍ୱାରା...

କାହିଁକି ସଞ୍ଜୟଙ୍କୁ ହେଲା ନାହିଁ ଫାଶୀ, ଜାଣନ୍ତୁ ଏହାର କାରଣ

କୋଲକାତା,୨୦।୧: କୋଲକାତାର ଆରଜି କର ବଳାତ୍କାର-ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସିବିଆଇ ଏହି ମାମଲାକୁ...

୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ପରେ ପୀଡ଼ିତା ପରିବାର କହିଲେ, ଟଙ୍କା ନୁହେଁ ଆମକୁ ନ୍ୟାୟ ଦରକାର

କୋଲକାତା,୨୦।୧: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ବଳାତ୍କାର ଏବଂ ହତ୍ୟା ମାମଲାରେ, କୋଲକାତା ସେସନ୍ସ କୋର୍ଟ ସୋମବାର (୨୦ ଜାନୁଆରୀ, ୨୦୨୫) ଶେଷରେ...

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: କୋର୍ଟ ଦେଲେ ବଡ଼ ରାୟ

ରାଞ୍ଚି,୨୦।୧:ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲା ଉପରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଛନ୍ତି। ମାମଲା ଶେଷ...

କୋର୍ଟଙ୍କ ରାୟରେ ମୁଁ ସନ୍ତୁଷ୍ଟ ନୁହେଁ, କାହିଁକି ଏମିତି କହିଲେ ମମତା

କୋଲକାତା,୨୦।୧: କୋଲକାତାର ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି, କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

ମୁଁ ବିଷ୍ଣୁଙ୍କ ଅବତାର… ସମସ୍ତଙ୍କୁ ସୁଦର୍ଶନ ଚକ୍ରରେ କାଟିଦେବି: ଭାଇରାଲ୍‌ ହେଉଛି ଆଇଆଇଟି ବାବାଙ୍କ ଭିଡିଓ

ଲକ୍ଷ୍ନୌ,୨୦।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅନେକ ଜଣାଶୁଣା ବାବା ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image