Categories: ଜାତୀୟ

ଭାଜପାକୁ ଝଟକା: ଗୁଜରାଟ ଭାଜପାର ମହାସଚିବ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଅହମ୍ମଦାବାଦ,୫।୮: ଭାଜପାକୁ ଲାଗିଲା ବଡ଼ ଝଟକା। ଗୁଜରାଟ ଭାଜପାର ମହାସଚିବ ପଦରୁ ପ୍ରଦୀପ ସିଂ ବାଘେଲା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ବାଘେଲା ଲୋକଙ୍କୁ କହିଛନ୍ତି ଯେ, କିଛି ଦିନ ମଧ୍ୟରେ ସବୁ କିଛି ଠିକ୍‌ ହୋଇଯିବ।୨୦୧୬ ଅଗଷ୍ଟ ୧୦ରେ ବାଘେଲା ରାଜ୍ୟ ଭାଜପାର ମହାସଚିବ ଭାବରେ ନିଯୁକ୍ତ ହୋଇଥିଲେ।

Share